Skip to product information
1 of 2

Derek Prince Ministries India

How To Pass From Curse To Blessing - Odia

How To Pass From Curse To Blessing - Odia

Regular price Rs. 85.00
Regular price Sale price Rs. 85.00
Sale Sold out
Shipping calculated at checkout.

ଆପଣ କଣ ଲଗାତର ଭାବରେ ରୋଗ ଦ୍ବାରା ହତାସ,
ଅର୍ଥାଭାବ, ବା ଅର୍ଥର ଚାପ, କଠିନ ସମ୍ପର୍କ ଭିତରେ ଗତି କରୁଛନ୍ତି ?
ବା ବୋଧହୁଏ ଆପଣଙ୍କ ପ୍ରତି ବା ଆପଣଙ୍କ ପରିବାର ପ୍ରତି ବିପଦ ନିୟମିତ
ଭାବରେ ଲାଗି ରହିଛି । ଆପଣ କଣ ଆଶ୍ଚର୍ଯ୍ୟ ହେଉଛନ୍ତି କି? କାହିଁ କି
କେତେକ ଲୋକ ସେମାନଙ୍କର ଯା ନା ପାଇବା ଉଚିତ ହାଠାରୁ ଅଧୂଳ
କୃତକାର୍ଯ୍ୟ ସହ ପ୍ରାପ୍ତ ହେଉଛନ୍ତି ?


ଡେରେକ ପ୍ରିନ୍ସ ମତାମତ ଦିଅନ୍ତି ଯେ, ପ୍ରତ୍ୟେକଙ୍କ ଜୀବନରେ ଦୁଇଟି ଶକ୍ତି
କାର୍ଯ୍ୟକରେ, ଆଶିର୍ବାଦ ଏବଂ ଅଭିଶାପ, ଗୋଟିଏ ହେଉଛି ଲାଭଦାୟକ ଅନ୍ୟଟି
କ୍ଷତିକାରକ, ଈଶ୍ବରଙ୍କ ଆଶିର୍ବାଦ ଏବଂ ଅଭିଶାପ ଦୁଇଟି ତିନିଷକୁ ଉପଭୋଗ
କରି ଅଭିଶାପରୁ ରକ୍ଷା ପାଇବାକୁ ହେଲେ ଆମକୁ ବୁଝିବାକୁ ପଡ଼ିବ ଯେ କିପରି
ଏହି ଦୁଇଟି ଶକ୍ତି କାର୍ଯ୍ୟ କରୁଛି ।

View full details